85 ବର୍ଷୀୟା ଅବସରପ୍ରାପ୍ତ ଡାକ୍ତର ପି. ସୁବର୍ଣ୍ଣା ଦେବୀ । ଗଞ୍ଜାମ ଜିଲ୍ଲା ଗ୍ରାମାଞ୍ଚଳ ଆଦିବାସୀ ଏବଂ ଗରିବ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଗୋପାଳପୁରରେ ଖୋଲିଛନ୍ତି 'ଓ୍ବାନନେସ ଚିଲଡ୍ରେନ୍ସ କ୍ଲିନିକ' ।