Surprise Me!

IMD Alert: ଅବପାତର ରୂପ ନେବ ଲଘୁଚାପ, ଭିଜିବ ଦଶହରା-ଭସାଣି

2025-10-01 1 Dailymotion

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଓଡ଼ିଶାରେ ୩ ଦିନ ପ୍ରବଳ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ- IMD ।