ପ୍ରତ୍ୟେକ ମେଢ଼ରେ କିଛି କର୍ମକର୍ତ୍ତାମାନଙ୍କ ନାଁ ଦେବାକୁ କୁହାଯାଇଛି। ସେମାନେ ମୁଖ୍ୟତଃ ଭଷାଣ ଉତ୍ସବରେ କିପରି ସମୟ ଅନୁସାରେ ସେମାନଙ୍କ ମେଢ଼କୁ ନେବେ ସେଥିପାଇଁ ସେମାନେ ଉତ୍ତରଦାୟୀ ରହିବେ।