ଆସନ୍ତା 27 ତାରିଖରେ ବାତ୍ୟା ମୋନ୍ଥା ସୃଷ୍ଟି ନେଇ ଆଇଏମଡିର ପୂର୍ବାନୁମାନ । ମୁକାବିଲା ପାଇଁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ।