ନିଜ ଖର୍ଚ୍ଚରେ ବୁଲା କୁକୁରଙ୍କୁ ଭେକସିନ, କୃମି ଔଷଧ ଦେବା ସହ ସେମାନଙ୍କ ବନ୍ଧ୍ୟାକରଣ କରିଥାନ୍ତି। ଲୋକଙ୍କ ମଧ୍ୟରେ ମୁଖ୍ୟତଃ କୁକୁର ମାନଙ୍କ ପ୍ରତି ସୁରକ୍ଷା ସଚେତନତା ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ।