Surprise Me!

REALITY CHECK; ଆସୁଛି ବାତ୍ୟା 'ମୋନ୍ଥା', କିପରି ଅଛି ବାତ୍ୟା ଆଶ୍ରୟସ୍ଥଳୀ ?

2025-10-25 4 Dailymotion

ବାତ୍ୟାରେ ଜୀବନ ରକ୍ଷା କରିବା ପାଇଁ ରହିଛି ବାତ୍ୟା ଆଶ୍ରୟସ୍ଥଳୀ । ଯେଉଁଥିରୁ ପାଖାପାଖି 40% ଅକ୍ଷମ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାପାଳ କହିଲେ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ।