Surprise Me!

Cyclone Montha: ବାତ୍ୟା 'ମୋନ୍ଥା' ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା

2025-10-27 4 Dailymotion

ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହୋଇଛି ବାତ୍ୟା 'ମୋନ୍ଥା'ର ପ୍ରଭାବ । ଗଜପତି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ମାଲକାନିଗିରିରେ ବର୍ଷା ଆରମ୍ଭ । ସ୍ଥିତି ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ।