ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ । ରେଡ ଜୋନରେ ଥିବା ଜିଲ୍ଲାରେ ମୁତୟନ ହୋଇଛନ୍ତି ଟିମ୍ । କେତେ ଚ୍ୟାଲେଞ୍ଜିଂ ରହିବ ମିଶନ କହିଲେ ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ।