ଘଣ୍ଟାକୁ 12 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା । ଆଜି ସନ୍ଧ୍ୟା କିମ୍ବା ରାତିରେ ଲ୍ୟାଣ୍ଡଫଲ୍ । ମଚ୍ଛଲିପଟ୍ଟନମଠାରୁ 120 କିଲୋମିଟର ଦୂରରେ ମୋନ୍ଥା ।