ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା 253624 ହୋଇଥିବା ବେଳେ, ପୁରୁଷ ଭୋଟର 124108 ଏବଂ ମହିଳା ଭୋଟର 129495 । ଆଦିବାସୀ ଭୋଟର ପାଖାପାଖି 40 ପ୍ରତିଶତ ।