ବାଲିକୁଦା କଲେଜ ଅଧ୍ୟାପକଙ୍କ କାରନାମା । ଜାଲ ସାର୍ଟିଫିକେଟ ଦେଇ 47 ବର୍ଷ ବୟସରେ କରିଥିଲେ ଚାକିରୀ । କଲେଜ ଗଭର୍ଣ୍ଣିଙ୍ଗ ବଡିର ସଭାପତି ଭାବେ ଉପଜିଲ୍ଲାପାଳ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।