ଯାତ୍ରୀବାହୀ ବସ ସାଉଦି ଆରବ ମକ୍କାରୁ ମଦିନା ଯାଉଥିଲା । ଅଧିକାଂଶ ତୀର୍ଥଯାତ୍ରୀ ତେଲେଙ୍ଗାନା ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ।