ପ୍ରୋତ୍ସାହନ ଅଭାବରୁ ଜାତୀୟ ସ୍ତରରେ ପ୍ରସିଦ୍ଧି ହାସଲ କରିଥିବା ଲଙ୍କାଠୁ ମୁହଁ ଫେରାଉଛନ୍ତି ଚାଷୀ । ଲୋପ ପାଉଛି ବାମରା ଦେଶୀ ଲଙ୍କା ବିହନ । ପ୍ରୋସେସିଂ ୟୁନିଟ ସ୍ଥାପନ ପାଇଁ ଦାବି ।