ଏହି ଠକାମିରେ ଅନେକ ସରକାରୀ ଅଧିକାରୀ, କର୍ମଚାରୀ,ବ୍ୟବସାୟୀ ଶିକାର ହୋଇଥିବା ସୂଚନା ମିଳିଛି l ବର୍ତ୍ତମାନ ପର୍ଯ୍ୟନ୍ତ 20 କୋଟି ଟଂକାର ଠକେଇ ହୋଇଥିବା କହିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ l