ଟି-୨୦ ମ୍ୟାଚ ପୂର୍ବରୁ ପ୍ରେସମିଟ୍ କରି ଟିକେଟ ବିକ୍ରି ସମ୍ପର୍କରେ ସୂଚନା ଦେଲା ଓସିଏ । ଜାଣନ୍ତୁ ବାରବାଟୀରେ ମ୍ୟାଚ ପାଇଁ ଟିକେଟ ଦର, କେଉଁ ସମୟରେ ପହଞ୍ଚିବେ ଉଭୟ ଦଳର ଖେଳାଳି ।