କେନ୍ଦ୍ରାପଡ଼ା ରାଏସର ଗାଁର 15 ମହିଳା ପଶମ ଗାଲିଚା (Woolen Carpet) ତିଆରି କରୁଛନ୍ତି । ଗୋଟିଏ କାର୍ପେଟ ମୂଲ୍ୟ 2000ରୁ ଆରମ୍ଭ ହୋଇ 15000 ଟଙ୍କା ପର୍ଯ୍ୟନ୍ତ ରହିଛି ।