Surprise Me!

IICଙ୍କ ନାମରେ ଅସଦାଚରଣ ଅଭିଯୋଗ, କଲେକ୍ଟର ଅଫିସରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

2025-12-01 40 Dailymotion

ଅଭିଯୋଗ ପ୍ରକୋଷ୍ଠକୁ ଆସି ନିରାଶ ହେବା ପରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ।