ପାଖାପାଖି 3 ଦିନ ହିଂସା ପରେ ସମୀକ୍ଷା ପାଇଁ ମାଲକାନଗିରିରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏପଟେ ପୁଣି ବଢିଲା ଇଣ୍ଟରନେଟ୍ କଟକଣା ।