କିସ୍ ଛାତ୍ର ହତ୍ୟା ଘଟଣାରେ କେନ୍ଦୁଝର ଟାଉନ ଥାନାରେ ଜିରୋ ଏଫ୍ଆଇଆର୍ ହୋଇଥିଲା । ଏହାପରେ ମାମଲା ଇନଫୋସିଟି ଥାନାକୁ ଆସିଥିଲା ।