2025 ଓଡ଼ିଶା ରାଜନୀତି ପାଇଁ କେବଳ କ୍ୟାଲେଣ୍ଡର ବର୍ଷ ନୁହେଁ, ଏକ ଟର୍ଣ୍ଣିଂ ପଏଣ୍ଟ । ନୂଆପଡ଼ା ବିଜୟ ବିଜେପି ପାଇଁ ଉପଲବ୍ଧି । ବିଜେଡିରେ ଅସ୍ତିତ୍ୱ ସଙ୍କଟ, କଂଗ୍ରେସରେ କମ୍ପନ !