1970ରୁ 2025, ଟେଷ୍ଟ ମ୍ୟାଚରୁ ଆଇପିଏଲ, 55 ବର୍ଷ ଧରି ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚର ସ୍କୋର ଓ ରେକର୍ଡ ଡାଏରୀରେ ଲେଖି ରଖିଛନ୍ତି କଟକର 94 ବର୍ଷୀୟ କେଶବ ଚନ୍ଦ୍ର ଦାଶ ।