ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ, ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଠାରୁ ଭିନ୍ନ । ପ୍ରତି ମିଶନରେ ସ୍ଥାୟୀ ଓ ସ୍ବଦେଶୀ ଜ୍ଞାନକୌଶଳରେ କ୍ଷମତା ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ISRO ବୈଜ୍ଞାନିକ ।