ଦୁର୍ଘଟଣା ସଚେତନତା ପାଇଁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳୁଛନ୍ତି ସରକାର । ଓଡ଼ିଶାରେ ସଡ଼କ ସୁରକ୍ଷା ଲାଗି ରାଜ୍ୟ ପରିବହନ ପ୍ରାଧିକରଣ STA ଏବଂ IIT ମାଡ୍ରାସ ମଧ୍ୟରେ ହୋଇଛି ଚୁକ୍ତି(MoU)।