Surprise Me!

ସୁପାରୀ କିଲର୍ ଲଗାଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ, 8 ଗିରଫ୍

2026-01-17 7 Dailymotion

ହତ୍ୟାକୁ ଦିଆଯାଇଥିଲା ଆତ୍ମହତ୍ୟାର ରୁପ । 14 ଦିନର ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ବଡ଼ ଭାଇ ସହିତ ମୋଟ 8 ଜଣ ସୁପାରି କିଲରଙ୍କୁ ଗିରଫ କରିଛି ପୋଲିସ ।