Surprise Me!

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ: ନିୟୋଜିତ 38 ଟିମ୍‌, ଡେବ୍ରିଗଡ଼ରେ ବଢିଲା ଗୟଳଙ୍କ ସଂଖ୍ୟା

2026-01-18 8 Dailymotion

ହୀରାକୁଦ ଜଳ ଭଣ୍ଡାରକୁ 21ଟି ସେକ୍ଟରରେ ବିଭକ୍ତ କରାଯାଇଛି l 40 ଜଣ ବନ ବିଭାଗର ଅଧିକାରୀ, 38 ଜଣ ପକ୍ଷୀ ବିଶେଷଜ୍ଞ ଓ 15 ଜଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ସାମିଲ ।