ଅବୈଧ ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି କି ଶିମିଳିପାଳ । ପୋଲିସ-ଅବକାରୀ-ବନବିଭାଗ ମିଳିତ ଭାବେ ଚଢାଉ କରି ୭୬ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରିଛନ୍ତି ।