ପାଦ୍ରୀ ବିପିନ ବିହାରୀ ନାଏକ ଅମାନୁଷିକ ଅତ୍ୟାଚାରର ଶିକାର ହୋଇଥିବା ତାଙ୍କ ପତ୍ନୀ ବନ୍ଦନା ନାଏକ ପରଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।