Surprise Me!

ଶିକ୍ଷକରୁ ସେବକ: 23 ବର୍ଷ ଧରି ବୁଲା ଗାଈ ଗୋରୁଙ୍କ ଦେବଦୂତ ତାରାକାନ୍ତ

2026-01-22 3 Dailymotion

2003ରୁ ଗୋ ସେବା କରି ଆସୁଛନ୍ତି ପ୍ରାଥମିକ ଶିକ୍ଷକ ତାରାକାନ୍ତ ବେହେରା । ନିସ୍ବାର୍ଥ ସେବା ପାଇଁ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।