Surprise Me!

ଗାଡି ଚାଳକଙ୍କୁ ଆଶ୍ୱସ୍ଥି; ଗାଡିରେ ଚାଲାଣ କଟିଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ, PUCC ନ ଥିଲେ ବି ମିଳିବ ପେଟ୍ରୋଲ

2026-01-27 3 Dailymotion

PUCC ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନଦେବା ପ୍ରସଙ୍ଗ । ନିର୍ଦ୍ଦେଶକୁ ପ୍ରତ୍ୟାହାର ନେଇ ହାଇକୋର୍ଟରେ ରାଜ୍ୟସରକାରଙ୍କ ସତ୍ୟପାଠ ଦାଖଲ ।