Surprise Me!

ପଞ୍ଚତତ୍ତ୍ୱ ପାର୍କ ଓ ସୁପୋଷିତ ଓଡ଼ିଶା ମିଶନ ପାଇଁ କର୍ମଶାଳା ଉଦଘାଟିତ, କୁପୋଷଣ ଦୂରେଇବାକୁ ଅଙ୍ଗନବାଡ଼ିରେ AI

2026-01-27 0 Dailymotion

'ସୁପୋଷିତ ଓଡ଼ିଶା ମିଶନ' (SOM) ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂ କର୍ମଶାଳା ଆୟୋଜିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ରରେ AIର ବ୍ୟବହାର ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।