Surprise Me!

ସମ୍ବଲପୁରକୁ 27 ହଜାର କୋଟିର ପ୍ରକଳ୍ପ ଭେଟି: ସୃଷ୍ଟି ହେବ 5000 ନିଯୁକ୍ତି, କାହିଁକି ଅସନ୍ତୋଷ ଝାଡିଲେ ଜୟ ନାରାୟଣ ?

2026-01-27 1 Dailymotion

ରେଙ୍ଗାଲିରେ 3 ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବଲପୁରରେ ପ୍ରତିଷ୍ଠା ହେବ ରାଜ୍ୟରେ ଦ୍ଵିତୀୟ ୱାର୍ଲଡ ସ୍କିଲ ସେଣ୍ଟର l