'ସତର୍କ ସଂକେତ ଆପ୍ (app) ମୋବାଇଲରେ ଡାଉନ ଲୋଡ କରି ଲୋକେସନ ସେଟ୍ କରିବେ। ଗାଡ଼ିରେ ଯିବାବେଳେ ଦୁର୍ଘଟଣାସ୍ଥଳଠାରୁ 50ରୁ 80 ମିଟର ପୂର୍ବରୁ ଚାଳକଙ୍କ ମୋବାଇଲକୁ ଏହ ସତର୍କ ସୂଚନା ଆସିବ ।'