ବିବାହ ଋତୁରେ ହୁହୁ ହୋଇ ବଢୁଥିବା ସୁନା ଓ ରୁପା ଦରରେ ସାମାନ୍ୟ ବ୍ରେକ ଲାଗିଛି । 22 କ୍ୟାରେଟ ସୁନା ଦର 7900 ଟଙ୍କାକମିଥିବା ବେଳେ, ରୁପା କେଜି 55,000 ହ୍ରାସ ।