ବ୍ରହ୍ମପୁର ସହରର ହଳଦିଆ ପଦର ଓଭରବ୍ରିଜ ଉପରେ ଘଟିଛି ଭୟଙ୍କର ଦୁର୍ଘଟଣା । 3ଟି ମୋଟର ସାଇକେଲ ଉପରେ ଚଢ଼ିଗଲା ଟ୍ରକ । ପୋଲିସ ତଦନ୍ତ ଆରମ୍ଭ ।