Surprise Me!

ମହିଳା ଚଳାଇବେ ଆମ ବସ୍; ତାଲିମ ପାଇଁ ପୁଣେ ଗଲେ 20 ଜଣ ମହିଳା ଡ୍ରାଇଭର

2026-01-31 4 Dailymotion

କ୍ରୁଟ୍‌ର ୨୦ ଜଣ ମହିଳା ଡ୍ରାଇଭର ପୁଣେ ଟ୍ରେନିଂ ପାଇଁ ଯାତ୍ରା କରିଛନ୍ତି । 14 ଦିନ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଲେକ୍ଟ୍ରିକ୍‌ ବସ୍‌ ଚାଳନାର ତାଲିମ ନେବେ ।