ତୃତୀୟ ଲିଙ୍ଗୀଙ୍କୁ ଭୁଲିଗଲେ ଓପିଏସସି.. ଆବେଦନ ପତ୍ରରେ ସ୍ୱତନ୍ତ୍ର ଲିଙ୍ଗଗତ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦେଲେ OHRC
2026-02-02 1 Dailymotion
୩୩ ବର୍ଷ ବୟସ୍କା ସୋନି ସିଲ ହେଉଛନ୍ତି କଟକ ନିବାସୀ । ଓପିଏସସି ପରୀକ୍ଷା ଦେବାକୁ ଚାହୁଁଥିଲେ ହେଁ ଲିଙ୍ଗଗତ ବ୍ୟବସ୍ଥା ନ ଥିବାରୁ ସେ ହତାଶ ହୋଇଛନ୍ତି ।