ରାଜ୍ୟ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗର ସୂଚନା ଅନୁସାରେ ୨୦୨୫ ଏପ୍ରିଲରୁ ୨୦୨୬ ଜାନୁଆରୀ ମଧ୍ୟରେ ଓଡ଼ିଶାରେ ମୋଟ ୨୩,୨୩୧ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ।