ବଲାଙ୍ଗୀର ଏସପି ଅଭିଳାଷ ଜି କହିଛନ୍ତି, ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଦେଖି ଗଣଦୁଷ୍କର୍ମ କରିଥିଲେ 6 ନାବାଳକ ।’ ସୋସିଆଲ ମିଡିଆ ଉପରେ ସଚେତନ କରିବ ବଲାଙ୍ଗୀର ପୋଲିସ ।