Surprise Me!

EXPLAINER: ଜାତୀୟ ଜଳପଥ 5 ଦ୍ବାରା ଓଡ଼ିଶା ପାଲଟିବ କି ପୂର୍ବ ଭାରତର ନୌବାଣିଜ୍ୟ ହବ୍ ?

2026-02-07 2 Dailymotion

ବାହ୍ମଣୀ ନଦୀରେ ୧୨,୨୦୪ କୋଟି ଟଙ୍କା ବ୍ୟୟରେ ୫୮୮ କିଲୋମିଟର ଅଞ୍ଚଳରେ ନିର୍ମାଣ ହେବ ଜାତୀୟ ଜଳପଥ- 5 । ତାଳଚେର ଓ କଳିଙ୍ଗନଗରକୁ ଧାମରା ଓ ପାରାଦ୍ବୀପ ବନ୍ଦର ସହିତ ଯୋଡ଼ାଯିବ ।