କଟକ SCB ହସ୍ପିଟାଲ ICUରେ ବେଡରୁ ପଡିଗଲେ ବୃଦ୍ଧ ରୋଗୀ । ଭାଇରାଲ ଭିଡିଓକୁ ନେଇ ଉତ୍ତେଜନା । ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ।