Surprise Me!

ଝାଡାରୁ ଗଜ୍ କପଡ଼ା ବାହାରିବା ନେଇ ମହିଳାଙ୍କ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ CDMO

2026-02-11 1 Dailymotion

2025 ସେପ୍ଟେମ୍ବର 24ରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଇଥିଲା । ପରବର୍ତ୍ତୀ ସମୟରେ ପେଟ ଯନ୍ତ୍ରଣା ହେବା ପରେ ପୁଣି ହସପିଟାଲରେ ଭର୍ତ୍ତି ହୋଇଥିଲେ ।