ସମୟ ହେଲେ ପାଲଟାଣି ବସି ପଡନ୍ତି ଏମାନେ । ବାଉଁଶକୁ ଚିରି ସୁନ୍ଦର ନିଖୁଣ ସାମଗ୍ରୀ ପ୍ରସ୍ତୁତ କରନ୍ତି । କାମ କରୁକରୁ କେତେବେଳେ ସକାଳ ଯାଇ ସଂଧ୍ୟା ଆସିଯାଏ ଜାଣି ପାରନ୍ତିନି ।