Surprise Me!

SCB ମେଡିକାଲ ICU ବେଡରୁ ରୋଗୀ ପଡ଼ିଯିବା ଘଟଣା; 6 ଜଣିଆ କମିଟି ଗଠନ, ରିପୋର୍ଟ ପରେ ଆକ୍ସନ

2026-02-11 1 Dailymotion

ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣାର ଯାଞ୍ଚ କରିବ କମିଟି । ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ ।