ନବଗଠିତ ପୁରୀ ମହାନଗର ନିଗମ ପାଇଁ ନୂତନ ଓ୍ବାର୍ଡ ଗଠନ ହୋଇଯାଇଛି । ୧ ନମ୍ବର ଓ୍ବାର୍ଡକୁ STଙ୍କ ପାଇଁ ଓ SC ବର୍ଗ ପାଇଁ ୪ଟି ଓ୍ବାର୍ଡକୁ ସଂରକ୍ଷିତ କରାଯାଇଛି ।