କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ସଚେତନତା ଚାଲିଛି । 2 ଜଣ ଶିଶୁ ଆସିଛନ୍ତି ଆହୁରି ପିଲା ଆସିବେ । ସେପଟେ ପ୍ରଶାସନକୁ ଟାର୍ଗେଟ କଲା କଂଗ୍ରେସ ।