ଫେବୃଆରୀ 19ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଚଳିତ ଥର 30 ମିନିଟ୍ ବିଳମ୍ବରେ ବି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିପାରିବେ ପରୀକ୍ଷାର୍ଥୀ ।