କେନ୍ଦ୍ରାପଡା ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ତୁଟିଲା ବିବାଦ । ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ରାଜନଗର ବିଧାୟକ ।