Surprise Me!

ଦିନ ଦ୍ବିପହରେ ଗୁଳି କରି ଯୁବକଙ୍କୁ ହତ୍ୟା; 2 ଦିନରେ 4 ଅଟକ, ଜଣାପଡିନି କାରଣ

2026-02-19 1 Dailymotion

କଟକ ପ୍ରେସ କଲୋନୀରେ ଘଟିଥିଲା ଗୁଳିକାଣ୍ଡ। ମଧ୍ୟାହ୍ନ ପ୍ରାୟ ୨ଟାରେ ଏକ ଭୋଜି ଚାଲିଥିବା ବେଳେ ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।